ବାରବର୍ଷର ପିଲା ପାଠ ପଢିବା ବଦଳରେ ଗୋରୁଗାଈ ଚରାଉଛି

ଅଷ୍ଟିନ ନିଉଜତା-୨୨-୦୮-୨୦୨୩ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର କଅସ ପଞ୍ଚାୟତର ଟିକରପଡା ଗ୍ରାମର ଶିଶୁ ହାତରେ ବହିଖାତା,କଲମ ବଦଳରେ ପାଞ୍ଚଣ ଧରି ଗୋରୁଗାଈ ଚରାଉଛି | ଶିଶୁ ଶ୍ରମିକ ଓ ଶିକ୍ଷା ଅଧିକାରୀ ଆଇନ ବାଟ ହୁଡ଼ିଛି | ବାରବର୍ଷର ପିଲା ତା ବାପା ମା ଙ୍କୁ ହରାଇବା ପରେ ସେହି ଗ୍ରାମର ଜଣେ ଲୋକଙ୍କ ଘରେ ସେ ଗାଈ ଜଗୁଆଳ ସାଜିଛି | ପିତାଙ୍କ ମୃତ୍ୟୁ ଓ ମା ନିଖୋଜ ହେବାପରେ ନିରାଶ୍ରୟ ରାଜୁଙ୍କ ପାଠପଢ଼ାରେ … Continue reading ବାରବର୍ଷର ପିଲା ପାଠ ପଢିବା ବଦଳରେ ଗୋରୁଗାଈ ଚରାଉଛି